ମିଛ ଦୁନିଆରେ ଗୋଟିଏ ସତ (୨)
ଜଗନ୍ନାଥ ସେ ମୋ ଜଗନ୍ନାଥ (୨)
ତାରି ପାରେ ସେହି ମାରି ପାରେ ସେହି (୨) ଗୋଟିଏ ହାତ |
ଜଗନ୍ନାଥ ସେ ମୋ ଜଗନ୍ନାଥ (୨)
ଗାଇ ଗାଇ ରାମାୟଣ ସୁଣ ସୁଣ ଗୀତା ପଢି ପଢି ଭାଗବତ ସରେ ନା ଜା କଥା (୨)
ଭଜନ ଜଣାଣ ପୁଣୀ ପୋଥି କି ପୁରାଣ ସବୁଥେରେ ବିଜ ସେହି ପ୍ରଭୁ ନାରାୟଣ |
ସବୁଥେରେ ବିଜେ ସେହି ପ୍ରଭୁ ନାରାୟଣ |
ପତିତ ଉଧାର ପାଇ ଉଡେ ଜା ନେତ |
ଜଗନ୍ନାଥ ସେ ମୋ ଜଗନ୍ନାଥ (୨)
ସେହି ଏକ୍କା କାହିଥିଲା କୁରୁକ୍ଷେତ୍ର ଗୀତା ସେହି ଇକା ବାରାଜିଲା ସତୀ ମାତା ମାତା ସୀତା (୨)
ସେହି ଏକ୍କା ସହିଥିଲା ବ୍ରାହ୍ମଣ ଗୋଇଠା ସେହି ଏକ୍କା ଖାଇଥିଲ୍ଲା ଶବରୀ ଅଇଣ୍ଠା |
ସେହି ସେହି ଏକ୍କା ଖାଇଥିଲ୍ଲା ଶବରୀ ଅଇଣ୍ଠା |
ଜାହାରା ଇଚ୍ଛାରେ ଚଲେ ସାରା ଜଗତ |
ଜଗନ୍ନାଥ ସେ ମୋ ଜଗନ୍ନାଥ (୨)
भक्तिभारत भजन
ମିଛ ଦୁନିଆରେ ଗୋଟିଏ ସତ (୨)
ଜଗନ୍ନାଥ ସେ ମୋ ଜଗନ୍ନାଥ (୨)
ତାରି ପାରେ ସେହି ମାରି ପାରେ ସେହି (୨) ଗୋଟିଏ ହାତ |
ଜଗନ୍ନାଥ ସେ ମୋ ଜଗନ୍ନାଥ (୨)